ରକ୍ତଦାନ ଏକ ମହତ ଦାନ
ଏହା ଦ୍ବାରା ଆମେ ଜଣେ ମୁମୂର୍ଷୁ ରୋଗୀଙ୍କ ଜୀବନ ବଞ୍ଚାଇ ପାରିବା କିନ୍ତୁ ରକ୍ତଦାନ କାହିଁକି କରାଯାଏ, କେମିତି କରାଯାଏ, ଏବଂ ରକ୍ତଦାନ କରିବା ସତ୍ତ୍ବେ ବେଳେବେଳେ ଆମକୁ ରକ୍ତ ମିଳେନାହିଁ କାହିଁକି?
See All 206 Episodes of "ଆହ୍ବାନ Odia Podcast"